Home Oriya Odia Dictionary

Download Oriya Odia Dictionary APP

Affected Oriya Odia Meaning

ଦୟାର୍ଦ୍ର, ଦ୍ରବିତ, ଦ୍ରବୀଭୂତ, ପ୍ରଭାବିତ

Definition

ଉପରକୁ ଦେଖାଯାଉଥିବା
ଯାହା କେବଳ ରୂପ-ରଙ୍ଗ, ଆକାର-ପ୍ରକାରଆଦି ବିଚାରରୁ ଦେଖେଇବା ନିମନ୍ତେ ଉଦ୍ଦିଷ୍ଟ
ଯାହାଙ୍କଠାରେ ଦୟା ଅଛି
ଯାହା ଉପରେ ପ୍ରଭାବ ପଡ଼ିଛି
ଯାହା ତରଳ ପଦାର୍ଥ ଭଳି ପତଳା ବା ତରଳିଯାଇଛି
ଯାହା ଦୟାରେ ଭରିଯାଇଛି

Example

ନକଲି ସୌନ୍ଦର୍ଯ୍ୟର ପ୍ରଭାବ କ୍ଷଣିକ
ମହାତ୍ମାଙ୍କ ପ୍ରବଚନରେ ସମସ୍ତେ ପ୍ରଭାବିତ ହେଲେ
ପର୍ବତଗୁଡ଼ିକରୁ ଦ୍ରବିତ ହିମପ୍ରବାହ ଯୋଗୁଁ ସମୁଦ୍ରର ଜଳସ୍ତର ବଢ଼ିବାରେ ଲାଗିଛି
ରମେଶର ଏ ଦଶା ଦେଖି ମୋହନର ହୃଦୟ ଦୟାର୍ଦ୍ର ହୋଇଉଠିଲା