Home Oriya Odia Dictionary

Download Oriya Odia Dictionary APP

Air Conditioner Oriya Odia Meaning

ବାତାନୁକୂଳକ

Definition

ଏକ ଯନ୍ତ୍ର ଯେଉଁଥିରେ ବାତାବରଣକୁ ଥଣ୍ଡା ଓ ଶୁଷ୍କ କରାଯାଏ
ବାତାବରଣକୁ ଅନୁକୂଳ କରୁଥିବା ଯନ୍ତ୍ର

Example

ଏହି ଘରର ବାତାନୁକୂଳକ ଯନ୍ତ୍ରଟି ଖରାପହୋଇଗଲା
ଗରମ, ଥଣ୍ଡା ଆଦିରୁ ବଞ୍ଚିବାପାଇଁ ଲୋକ ବାତାନୁକୂଳକ ଯନ୍ତ୍ରଗୁଡ଼ିକ ବ୍ୟବହାର କରନ୍ତି