Home Oriya Odia Dictionary

Download Oriya Odia Dictionary APP

Alien Oriya Odia Meaning

ଅଜଣା, ଅପରିଚିତ, ପରଦେଶୀ, ବିଦେଶୀ

Definition

ନିଜ କୁଟୁମ୍ବ ବା ସମାଜ ବାହାରର ବ୍ୟକ୍ତି
ଅନ୍ୟର ବା ଅନ୍ୟ ସହିତ ସମ୍ବନ୍ଧିତ
ଅନ୍ୟ ଦେଶରେ ରହୁଥିବା ଲୋକ
ଯାହା ଜ୍ଞାତ ବା ଜଣା ନୁହେଁ
ଯିଏ ପରିଚିତ ନୁହେଁ
ବିଦେଶର ବାସିନ୍ଦା
ଯାହା ଅନ୍ୟ ଦେଶସହିତ

Example

ପରଲୋକଙ୍କର ବି ଆଦର କରିବା ଆବଶ୍ୟକ
ପ୍ରତିଦିନ ଭାରତକୁ କେତେକ ବିଦେଶୀ ପର୍ଯ୍ୟଟକ ଆସୁଛନ୍ତି
ଯାତ୍ରା କରୁଥିବା ସମୟରେ କୌଣସି ଅପରିଚିତ ବ୍ୟକ୍ତି ଠାରୁ କିଛି ବି ଖାଦ୍ୟବସ୍ତୁ ନନେବା