Home Oriya Odia Dictionary

Download Oriya Odia Dictionary APP

Alkali Oriya Odia Meaning

କ୍ଷାର, ଖାର

Definition

ପାଣିରେ ମିଶିଯାଉଥିବା ଯୌଗିକ ପଦାର୍ଥ ଯାହା ଲାଲ୍‌ ଲିଟ୍‌ମସକୁ ନୀଳ କରିଦିଏ ଏବଂ ଅମ୍ଳ ସହ ରାସାୟନିକ ପ୍ରକ୍ରିୟାରେ ଲବଣ ଓ ଜଳ ତିଆରି କରେ

Example

ରାସାୟନିକ ପ୍ରୟୋଗଶାଳାରେ କ୍ଷାରର ଉପଯୋଗ ପ୍ରୟୋଗ କରାଯାଏ