Home Oriya Odia Dictionary

Download Oriya Odia Dictionary APP

Amass Oriya Odia Meaning

ଏକତ୍ରିତ କରିବା, ଏକତ୍ରିତ ହେବା, ଏକାଠି କରିବା, ଏକାଠି ହେବା, ଜମିବା, ରୁଣ୍ଡହେବା, ସଂଗ୍ରହ କରିବା, ସଞ୍ଚୟ କରିବା

Definition

ସଂଚିତ ବା ଏକତ୍ରିତ କରିବା

Example

ସେ ଘର ତିଆରି କରିବାପାଇଁ ଅତି କଷ୍ଟରେ ଗୋଟିଏ ଗୋଟିଏ କରି ଟଙ୍କା ସଂଚୟ କରି ରଖୁଛି