Home Oriya Odia Dictionary

Download Oriya Odia Dictionary APP

Amble Oriya Odia Meaning

ଧୀର ଗତିରେ ବୁଲିବା, ବିଚରଣ

Definition

ମନଖୁସି କରିବା, ବ୍ୟାୟାମ, ବାୟୁସେବନ, ସ୍ୱାସ୍ଥ୍ୟ ସୁଧାରିବା ଇତ୍ୟାଦିପାଇଁ ବୁଲାବୁଲି କରିବା
ପଦଚାରଣ କାମ
ବିଶେଷ କରି କୌଣସି ସାର୍ବଜନିକ ସ୍ଥାନରେ ଆରାମରେ ବା ଧୀରେଧୀରେ ବୁଲିବା କ୍ରିୟା

Example

ସେ ବଗିଚାରେ ବୁଲାବୁଲି କରୁଅଛି
ପଦଚାରଣ ସ୍ୱାସ୍ଥ୍ୟପାଇଁ ଭଲ