Home Oriya Odia Dictionary

Download Oriya Odia Dictionary APP

Amend Oriya Odia Meaning

ଉନ୍ନତ କରିବା, ବଢେଇବା, ବିକଶିତ କରିବା

Definition

ଭୁଲ୍‌, ଦୋଷଆଦି ଦୂର କରି ଶୁଦ୍ଧ ବା ଠିକ୍‌ କାମ କରିବାର କ୍ରିୟା
ପ୍ରସ୍ତାବରେ କିଛି ସୁଧାରିବା ବା କମେଇବା-ବଢ଼େଇବା ପ୍ରକ୍ରିୟା
ସ୍ୱଚ୍ଛ ଏବଂ ବିଶୁଦ୍ଧ କରିବା ପ୍ରକ୍ରିୟା
ଦୋଷ,ତ୍ରୁଟି ଆଦି ଦୂରକରି ଠିକ୍‌ ବା ଭଲ ଅବସ୍ଥାକୁ ଆଣିବା ବା ଠିକ୍‌ କରି କାମରେ ଲଗ

Example

ଓଡ଼ିଶା ମାଧ୍ୟମିକ ବୋର୍ଡ଼ଦ୍ୱାରା ପ୍ରକାଶିତ ଓଡ଼ିଆ ବ୍ୟାକରଣ ପୁସ୍ତକଗୁଡ଼ିକରେ ସଂଶୋଧନ ଆଣିବା ଆବଶ୍ୟକ
କିଛି ନେତା ସଂବିଧାନ ସଂଶୋଧନ ସପକ୍ଷରେ ଅଛନ୍ତି
କୁଅପାଣିରେ ଔଷଧ ପକେଇ ପାଣିକୁ ବିଶୋଧନ କରାଯାଏ