Home Oriya Odia Dictionary

Download Oriya Odia Dictionary APP

Amendment Oriya Odia Meaning

ସଂଶୋଧନ

Definition

ବିଶୁଦ୍ଧ ହେବାର ଅବସ୍ଥା ବା ଭାବ
ଭୁଲ୍‌, ଦୋଷଆଦି ଦୂର କରି ଶୁଦ୍ଧ ବା ଠିକ୍‌ କାମ କରିବାର କ୍ରିୟା
ସ୍ୱଚ୍ଛ ହେବାର ଅବସ୍ଥା ବା ଭାବ
ପ୍ରସ୍ତାବରେ କିଛି ସୁଧାରିବା ବା କମେଇବା-ବଢ଼େଇବା ପ୍ରକ୍ରିୟା
ସ୍ୱଚ୍ଛ ଏବଂ ବିଶୁଦ୍ଧ କରି

Example

ବଣିଆ ସୁନାକୁ ଦେଖି ହିଁ ତାର ବିଶୁଦ୍ଧତା ଯାଞ୍ଚ କରିନିଏ
ଓଡ଼ିଶା ମାଧ୍ୟମିକ ବୋର୍ଡ଼ଦ୍ୱାରା ପ୍ରକାଶିତ ଓଡ଼ିଆ ବ୍ୟାକରଣ ପୁସ୍ତକଗୁଡ଼ିକରେ ସଂଶୋଧନ ଆଣିବା ଆବଶ୍ୟକ
କିଛି ନେତା ସଂବିଧା