Amusing Oriya Odia Meaning
ଆନନ୍ଦପ୍ରଦ, ଆମୋଦକ, ଆମୋଦପ୍ରଦ , ମନୋରଞ୍ଜକ, ମନୋରଞ୍ଜନପୂର୍ଣ୍ଣ, ହାସ୍ୟ
Definition
ଯାହା ଆନନ୍ଦ ଦିଏ
ଯାହା ମନୋରଞ୍ଜନରେ ଭରା
ମନକୁ ଆମୋଦିତ କଲାଭଳି କଥା ବା କାମ
ହସିବାର ଯୋଗ୍ୟ କିମ୍ବା ଯାହାକୁ ନେଇ ଲୋକ ହସନ୍ତି""
ହସିବାର କ୍ରିୟା ବା ଭାବ
ନିଜ କଥାରେ ଲୋକମାନଙ୍କୁ ହସାଉଥିବା ବ୍ୟକ୍ତି
ସାହିତ୍ୟର ନବ ରସଗୁଡ଼ିକରୁ ଗୋଟିଏ ଯାହା ଅଯୁକ୍ତ,ଅସଙ୍ଗତ,କୁରୂପ ବା ବିକୃତ
Example
ଏହି ସ୍ଥାନ ଖୁବ୍ ମନୋରଞ୍ଜକ
ହାସ୍ୟ କବିତା ଶୁଣି ଶ୍ରୋତାମାନେ ଜୋରରେ ହସିଲେ
ତାର ହସ ମନଜିଣା
ଭିଣୋଇ ବଡ଼ ଥଟ୍ଟାଳିଆ ବ୍ୟକ୍ତି
ହାସ୍ୟ ରସର ସ୍ଥାୟୀଭାବ ହେଉଛି ହସ
ସେ ତାର ଥଟ୍ଟାଳିଆ ଗୁଣ ପାଇଁ ହିଁ
Thousand in Oriya OdiaLight in Oriya OdiaRaise in Oriya OdiaReverse in Oriya OdiaInviolable in Oriya OdiaPromise in Oriya OdiaSoreness in Oriya OdiaWord in Oriya OdiaShipwreck in Oriya Odia1E+11 in Oriya OdiaAlumnus in Oriya OdiaRegain in Oriya OdiaEros in Oriya OdiaGayly in Oriya OdiaLeast in Oriya OdiaFractiousness in Oriya OdiaBatch in Oriya OdiaLicorice Root in Oriya OdiaBlock Up in Oriya OdiaNorthward in Oriya Odia