Home Oriya Odia Dictionary

Download Oriya Odia Dictionary APP

Ankus Oriya Odia Meaning

ଅଙ୍କୁଶ, ଆଙ୍କୁଶୀ

Definition

ସେହି ଛୋଟ ଦୁଇ ମୁହାଁ ବର୍ଚ୍ଛା ଯାହା ହାତୀ ଚଲେଇବା ଓ ବଶରେ ରଖିବାରେ ସାହାଯ୍ୟ କରେ
ବଇଁଶୀ ବଜାଉଥିବା ବ୍ୟକ୍ତି
ଯେଉଁ କାର୍ଯ୍ୟ କାହାରିକୁ ରୋକିବା ବା ନିୟନ୍ତ୍ରଣରେ ରଖିବା ପାଇଁ କରାଯାଏ

Example

ମେଳାରେ ମାହୁନ୍ତ ଅଙ୍କୁଶରେ ବାରମ୍ବାର ହାତୀର ମୁଣ୍ଡକୁ ପ୍ରହାର କରୁଥିଲା
ପଣ୍ଡିତ ହରିପ୍ରସାଦ ଚୌରସିଆ ଜଣେ କୁଶଳ ବଇଁଶୀ ବାଦକ
ପିଲାମାନଙ୍କ କାର୍ଯ୍ୟରେ କିଛି ପରିମାଣରେ ଅଙ୍କୁଶ ଲଗାଯିବା ଆବଶ୍ୟକ