Home Oriya Odia Dictionary

Download Oriya Odia Dictionary APP

Announcer Oriya Odia Meaning

ଉଦ୍ଘୋଷକ

Definition

ଯେଉଁ ବ୍ୟକ୍ତି ଘୋଷଣା କରନ୍ତି
ଘୋଷଣା କରୁଥିବା ବ୍ୟକ୍ତି

Example

ସେ ଆକାଶବାଣୀର ଜଣେ ଉଦ୍‌‌ଘୋଷକ ଥିଲେ
ଆମେ ଦୁଃଖପ୍ରକାଶ କରୁଛୁ ଯେ ଘୋଷଣାକାରୀ ବ୍ୟକ୍ତିଙ୍କ ଅନୁପସ୍ଥିତିଯୋଗୁଁ ସମ୍ମିଳନୀ ଠିକ ସମୟରେ ଆରମ୍ଭ ହୋଇପାରିଲା ନାହିଁ