Home Oriya Odia Dictionary

Download Oriya Odia Dictionary APP

Annual Oriya Odia Meaning

ଅବ୍ଦକୋଷ, ଇୟରବୁକ, ଏକଫସଲି, ବାର୍ଷିକ

Definition

ଯାହା ବର୍ଷଟିଏ ରହି ନଷ୍ଟ ହୋଇଯାଏ
ପ୍ରତି ବର୍ଷ ଦିଆଯାଉଥିବା କୌଣସି ଶୁଳ୍କ ବା କର
ଯାହା ପ୍ରତି ବର୍ଷ ହୋଇଥାଏ
ଯେଉଁଥିରେ ବର୍ଷକୁ କେବଳ ଥରେ ଫସଲ ଉପୁଜାଇ ହୁଏ
ପ୍ରତିବର୍ଷ ପ୍ରକାଶିତ ହେଉଥିବା ଏକ ପ୍ରକାର କୋଷ

Example

ଧାନ ବର୍ଷିକିୟା ଗଛ
ମୋତେ କୋଡ଼ିଏ ହଜାର ଟଙ୍କା ବାର୍ଷିକ କର ଦେବାକୁ ପଡ଼େ
ମହେଶର ବାର୍ଷିକ ଆୟ ଅଶୀହଜାର
କୃଷକ ଏକଫସଲି ଜମିକୁ ଚାଷ କରୁଛି
ଇୟରବୁକରେ କୌଣସି ଦେଶ, ସମାଜ ଅଥବା ବର୍ଗ