Home Oriya Odia Dictionary

Download Oriya Odia Dictionary APP

Answer Oriya Odia Meaning

ଉତ୍ତର, ଉତ୍ତର ଦେବା, ଜବାବ୍, ଜବାବ୍‌ ଦେବା

Definition

କୌଣସି ପ୍ରଶ୍ନ ବା କଥା ଶୁଣି ତାହାର ସମାଧାନ କରିବା ନିମନ୍ତେ କୁହାଯାଇଥିବା କଥା
ବୁଝିବିଚାରି ଠିକ୍‌ ନିର୍ଣ୍ଣୟ କରିବା ବା ପରିଣାମ ବାହାର କରିବା କ୍ରିୟା
କିଛି ଉଲ୍ଲେଖଥିବା ବା ପ

Example

ଆପଣ ମୋ ପ୍ରଶ୍ନର ଉତ୍ତର ଦେଇନାହାନ୍ତି
ମୋ ସମସ୍ୟାର ସମାଧାନ ହୋଇଗଲା
ମୁ ଏଠାକୁ ପରେ ଆସିବି
ପଢ଼ାରେ ରାଘବ ମାଧବ ଠାରୁ ଉତ୍ତମ
ଭାରତର ଉତ୍ତରରେ ହିମାଳୟ ପର୍ବତ ବିରାଜମାନ
ରାଜମାର୍ଗରେ ଟ୍ରକ ଏବଂ ବସ୍‌ର ପରସ୍ପର ସହିତ ଧକ୍କା ହେଲା
ସୋହନ ମୋ ପ୍ରଶ୍ନର