Home Oriya Odia Dictionary

Download Oriya Odia Dictionary APP

Anterior Oriya Odia Meaning

ଅଗ୍ର, ଅଗ୍ରବର୍ତ୍ତୀ, ଆଗ, ପୂର୍ବ, ସାମ୍ନା

Definition

କୌଣସି ସମୟ ବା ଘଟଣାଆଦିର ଆରମ୍ଭ ସମୟ ବା ଆରମ୍ଭର ବା ପ୍ରଥମର
ଭବିଷ୍ୟତ କାଳ ବା ଭବିଷ୍ୟତ କାଳରେ ହେବାକୁଥିବା
କୌଣସି କାରଣରୁ ଯିଏ ପ୍ରଥମେ ଗୋଟିଏ ପଦରେ ଥିଲେ କିନ୍ତୁ ବର୍ତ୍ତମାନ ସେହି ପଦରେ ନାହାନ୍ତି
ଯିଏ ଆଗରେ ବା ଆଗ ଆଡ଼କୁ ଅଛି

Example

ଆମକୁ ଭବିଷ୍ୟ କାଳୀନ ଯୋଜନାଗୁଡ଼ିକର ରୂପରେଖ ତିଆରି କରିନେବା ଆବଶ୍ୟକ
ଆଜିର ସଭାରେ କେତେ ଭୂତପୂର୍ବ ମନ୍ତ୍ରୀ ମଧ୍ୟ ଭାଗନେବେ
ଏହି ଯାନର ଆଗପଟ ଭାଙ୍ଗିଯାଇଛି
ରାମ କୃଷ୍ଣଆଦି ଆମର ପୂର୍ବଜ ଥିଲେ
ସେ ଜିନିଷ କିଣିବା ନିମନ୍ତେ ଦୋକାନୀକୁ ବଇନ