Home Oriya Odia Dictionary

Download Oriya Odia Dictionary APP

Anxiousness Oriya Odia Meaning

ଚିନ୍ତା

Definition

ମନର ଅପ୍ରିୟ ବା କଷ୍ଟ ହେଲାଭଳି ଅବସ୍ଥା ବା କଥା ଯେଉଁଥିରୁ ମୁକ୍ତି ପାଇବା ପାଇଁ ସ୍ୱାଭାବିକ ପ୍ରବୃତ୍ତି ସୃଷ୍ଟି ହୋଇଥାଏ
ହଁ ବା ନାଁର ସ୍ଥିତି
ଦ୍ୱିଧା, ଅଶାନ୍ତି, କଠିନତା ତଥା ବ୍ୟାକୁଳତାରୁ ଉତ୍ପନ୍ନ ହେଉଥିବା ମନୋ

Example

ଆପଣ ପଇସା ମାଗି ମୋତେ ଦ୍ୱିଧାରେ ପକାଇଦେଲେ
ମୋତେ ଦିନରାତି ଏହି ଚିନ୍ତା ଲାଗିରହିଛି ଯେ ମୁଁ ଏହି କାମ କିଭଳି ଶୀଘ୍ରଶୀଘ୍ର ଶେଷ କରିବି
ଆଜିର ପରିବେଶ ଦେଖି ଏଭଳି ଲାଗୁଛି ଯେ ଗାନ୍ଧିଙ୍କ ଚିତା ସହିତ ହିଁ ଆପଣାଆପଣା ମଧ୍ୟରେ ସଦ୍‌ଭାବ, ପ୍ରେମ,ଅହିଂସା ସବ