Home Oriya Odia Dictionary

Download Oriya Odia Dictionary APP

Aorta Oriya Odia Meaning

ମହାଧମନୀ, ମୁଖ୍ୟଧମନୀ

Definition

ହୃଦୟରୁ ଶୁଦ୍ଧରକ୍ତ ନେଇ ଶରୀରର ପ୍ରତ୍ୟେକ ଅଙ୍ଗରେ ପହଞ୍ଚାଉଥିବା ସବୁଠାରୁ ବଡ଼ ରକ୍ତବାହିନୀ

Example

ମହାଧମନୀରେ ଅଧିକ ମାତ୍ରାରେ କୋଲଷ୍ଟ୍ରଲ ଜମା ହେବାରୁ ହୃଦ୍‌ଗତିରେ ପ୍ରଭାବ ପଡ଼େ