Home Oriya Odia Dictionary

Download Oriya Odia Dictionary APP

Apart Oriya Odia Meaning

ଅନ୍ୟଆଡର, ଅଲଗା, ଦୂରର

Definition

ଯାହା ସାଦୃଶ୍ୟରୂପୀ ନୁହେଁ
ଦୂରବର୍ତ୍ତୀ ବା ଯାହା ଦୂରରେ ଥାଏ
ଯେ ଅନ୍ୟର ଅଧୀନ ନୁହେଁ
ଅଲଗା ମତ ବା ଅନ୍ତର ହେବା
ଯାହାର ବିଭାଜନ ହୋଇଛି
ଯାହା ସଦୃଶ ନୁହେଁ ବା ଜଣେ ଅନ୍ୟଠାରୁ ଭିନ୍ନ
ନିଜ ଇଚ୍ଛା ଅନୁସାରେ ସମସ୍ତ

Example

ଏହି ମନ୍ଦିରରେ ଶିବଙ୍କର ଭିନ୍ନରୂପୀ ପ୍ରତିମା ଅଛି
ଆମେ ସ୍ୱାଧୀନ ଦେଶର ନିବାସୀ
ଦୂରେଇ ଛିଡ଼ା ହୁଅ
ଗଙ୍ଗା ନଦୀ ବିହାରକୁ ଉତ୍ତର ଓ ଦକ୍ଷିଣ ଏଭଳି ଦୁଇ ଭାଗରେ ବିଭକ୍ତ କରୁଛି / ଅତ୍ୟନ୍ତ ପ୍ର