Home Oriya Odia Dictionary

Download Oriya Odia Dictionary APP

Apparent Oriya Odia Meaning

ପ୍ରତ୍ୟେକ୍ଷ, ସାକ୍ଷାତ

Definition

କିଛି ନ ଲୁଚାଇ ବା ସ୍ପଷ୍ଟ ଭାବେ
କୌଣସି ଜଣଙ୍କର ସମ୍ମୁଖ ବା ଉପସ୍ଥିତିରେ
ଯହାଙ୍କର ଜ୍ଞାନ ବା ଅନୁଭବ ଇନ୍ଦ୍ରିୟଦ୍ୱାରା ହୋଇଥାଏ
ଯାହ ପରିଷ୍କାର ଦେଖାଯାଏ
ଯାହାର ଆକାର ଅଛି
କିଛି ଉଲ୍ଲେଖଥିବା ବା ପ୍ରଦର୍ଶିତ ସମୟ

Example

ମୁଁ ଯାହା କିଛି ବି କହିବି ସ୍ପଷ୍ଟ କରି କହିବି
ଆଖିରେ ଦେଖାଯାଉଥିବା ଜିନିଷଗୁଡ଼ିକ ସବୁ ଇନ୍ଦ୍ରିୟଗମ୍ୟ
ଶିକ୍ଷକ କଳାପଟା ଉପରେ ପାଚନ ତନ୍ତ୍ରର ସ୍ପଷ୍ଟ ଚିତ୍ର ଅଙ୍କନ କରି ବୁଝାଇଲେ
ଗୋସ୍