Home Oriya Odia Dictionary

Download Oriya Odia Dictionary APP

Apparent Horizon Oriya Odia Meaning

କ୍ଷିତିଜ, ଦିଗନ୍ତ, ଦିଗ୍ ବଳୟ

Definition

ଦୂରରେ ଯେଉଁଠି ଆକାଶ ଓ ପୃଥିବୀ ମିଶିଲା ଭଳି ଜଣାପଡ଼େ
ଯାହା ଭୂମି ବା ପୃଥିବୀରୁ ଉତ୍ପନ୍ନ ହୋଇଛି
ଆକାଶର ଯେଉଁ ମଣ୍ଡଳ ପର୍ଯ୍ୟନ୍ତ ସୂର୍ଯ୍ୟ କିରଣର ସଞ୍ଚାର ହୋଇଥାଏ

Example

ଦିଗବଳୟରେ ଅସ୍ତମିତ ସୂର୍ଯ୍ୟ କେଡ଼େ ସୁନ୍ଦର ଦିଶୁଛି
ଧାତୁ ଭୂମିଜ ଖଣିର ଶୁଦ୍ଧିକରଣରୁ ତିଆରିହୁଏ
ଆକାଶକକ୍ଷର ପରିଧି ୧୮୭୧୨୦୬୯୨୦୦୦୦୦୦୦୦ ଯୋଜନ ବୋଲି କୁହାଯାଇଛି