Applicable Oriya Odia Meaning
ପ୍ରଚଳିତ, ଲାଗୁ
Definition
ଯାହାର କୌଣସି କାମ କରିବାପାଇଁ ଶକ୍ତି ବା ଗୁଣ ଅଛି
କୌଣସି କଥା ପ୍ରସଙ୍ଗରେ ପୂର୍ବାପର ବା ତାଳମେଳ ଆଲୋଚନା ଅଥବା ଅନ୍ୟ କୌଣସି ପ୍ରକାରରେ ଠିକ୍ ବା ମେଳ ରଖିବାବାଲା
ଯାହା କେଉଁଠି ଲଗାଯାଇପାରିବ, ଲଗାଯାଇଛି ବା ଲଗାଯିବାପାଇଁ ରହିଛି
Example
ଏହି କାମ କରିବାପାଇଁ ଜଣେ ଯୋଗ୍ୟ ବ୍ୟକ୍ତିର ଆବଶ୍ୟକତା ଅଛି
ମନ୍ତ୍ରୀଙ୍କ ସଙ୍ଗତ ଉତ୍ତରରେ ସାମ୍ବାଦିକମାନେ ଚୁପ୍ ହୋଇଗଲେ
ସମସ୍ତ ଛାତ୍ରଛାତ୍ରୀଙ୍କୁ ବିଦ୍ୟାଳୟଦ୍ୱାରା ପ୍ରଚଳିତ ନିୟମ ମାନିବାକୁ ପଡ଼ିବ
ସେ ପୂଜା ପାଇବାର ଯୋଗ୍ୟ
Diameter in Oriya OdiaMuhammad in Oriya OdiaEnlightened in Oriya OdiaTin Can in Oriya OdiaAlloy in Oriya OdiaBreak in Oriya OdiaGreenness in Oriya OdiaPot in Oriya OdiaWhinny in Oriya OdiaScrap in Oriya OdiaTruth in Oriya OdiaGratuitous in Oriya OdiaFemale in Oriya OdiaCelibacy in Oriya OdiaCheating in Oriya OdiaScruff in Oriya OdiaStraight-from-the-shoulder in Oriya OdiaProtected in Oriya OdiaJoyous in Oriya OdiaAnnoyed in Oriya Odia