Home Oriya Odia Dictionary

Download Oriya Odia Dictionary APP

Apply Oriya Odia Meaning

ଅନୁକୂଳ କରିବା, ଲିପିବା

Definition

କାହାରି ଉପରେ ଅନ୍ୟ କିଛି ବସ୍ତୁଆଦିରେ ଆଘାତ କରିବା
କୌଣସି ବଡ଼ ବସ୍ତୁରେ କୌଣସି ଛୋଟ ବସ୍ତୁ ଛୁଞ୍ଚିସୁତା ଭଳି କୌଣସି ମାଧ୍ୟମ ସାହାଯ୍ୟରେ ଯୋଡ଼ିବା
ଦୁଇଟି ବା କେତୋଟି ବସ୍ତୁର ଅଂଶକୁ ସିଲେଇକରି,ମିଳାଇ, ଲଗାଇ ବା ଅନ୍ୟ ଉପାୟଦ୍ୱାରା

Example

ଲତା କୁର୍ତ୍ତାରେ ବୋତାମ ସିଲାଇ କରୁଛି
ଦୋକାନୀ ଦୋକାନରେ ଜିନିଷ ସଜାଇକରି ରଖିଛି
ବଣିଆ ସୁନାମୁଦିରେ ହୀରା ବସାଇଲା
କକା ସବୁଦିନ ସଞ୍ଜେସକାଳେ ଗାଈ ଦୁହଁନ୍ତି
କେତେକ ଲୋକ ରୋଟିରେ ଘିଅ ଲଗାନ୍ତି
ସରକାର ସର୍ବସାଧାରଣ ସ୍