Home Oriya Odia Dictionary

Download Oriya Odia Dictionary APP

Appreciative Oriya Odia Meaning

ଗୁଣଗ୍ରାହକ, ଗୁଣଗ୍ରାହୀ

Definition

କୌଣସି ବସ୍ତୁ, ବ୍ୟକ୍ତିଆଦିଙ୍କ ଗୁଣ ବା ଭଲ ବ୍ୟବହାର ସମ୍ପର୍କରେ କୁହାଯାଇଥିବା ଆଦରସୂଚକ କଥା
ଯେ ଗୁଣ କିମ୍ବା ଗୁଣୀ ବ୍ୟକ୍ତିଙ୍କୁ ଆଦର କରନ୍ତି
ଗୁଣ ବା ଗୁଣୀମାନଙ୍କରଆଦର କରୁଥିବା ବ୍ୟକ୍ତି
କାହାରି ପ୍ରଶଂସା କରିବା

Example

ଗୋପାଳର ବାହାଦୁରୀର ସମସ୍ତେ ପ୍ରଶଂସା କଲେ / ଗୋପାଳର ବାହାଦୁରୀ ନିମନ୍ତେ ସମସ୍ତେ ସାବାସୀ ଦେଲେ
ଗୁଣଗ୍ରାହୀ ଲୋକହିଁ ଗୁଣଯୁକ୍ତ ବ୍ୟକ୍ତିମାନଙ୍କର ମୂଲ୍ୟ ଜାଣିପାରେ
ଜଣେ ଖାଣ୍ଟି ଗୁଣଗ୍ରାହୀ