Home Oriya Odia Dictionary

Download Oriya Odia Dictionary APP

Apprehensiveness Oriya Odia Meaning

ଆଶଙ୍କା, ଡର, ଭୟ, ଶଙ୍କା, ସଂଶୟ

Definition

ଶରୀରରେ ଚୋଟ ଲାଗିବା, ମଚକି ଯିବା ଓ ଘା’ଆଦି ହେବା କଷ୍ଟ
ହଁ ବା ନାଁର ସ୍ଥିତି
ଦ୍ୱିଧା, ଅଶାନ୍ତି, କଠିନତା ତଥା ବ୍ୟାକୁଳତାରୁ ଉତ୍ପନ୍ନ ହେଉଥିବା ମନୋଦଶା
ଅନିଷ୍ଟ ସମ୍ଭାବନାରୁ ମନରେ ହେଉଥିବା କଳ୍ପନା
ବିପତ୍ତି ବା ଅନିଷ୍ଟ ଆଶଙ୍କାରେ ମନରେ ଉତ୍ପନ୍ନ ହେଉଥିବା ବିକାର ବା ଭାବ

Example

ରୋଗୀର ଦରଜ ଦିନକୁଦିନ ବଢ଼ିଚାଲିଛି
ଆପଣ ପଇସା ମାଗି ମୋତେ ଦ୍ୱିଧାରେ ପକାଇଦେଲେ
ମୋତେ ଦିନରାତି ଏହି ଚିନ୍ତା ଲାଗିରହିଛି ଯେ ମୁଁ ଏହି କାମ କିଭଳି ଶୀଘ୍ରଶୀଘ୍ର ଶେଷ କରିବି
କୌଣସି ଦୁର୍ଘଟଣା ହେବ ବୋଲି ତାଙ୍କର ଆଶଙ୍କ