Home Oriya Odia Dictionary

Download Oriya Odia Dictionary APP

Apricot Oriya Odia Meaning

ଜରଦାଳୁ

Definition

ଗୋଟିଏ ପ୍ରକାରର ଶୁଖିଲା ଫଳ
ମଧ୍ୟମ ଆକାରର ଏକ ବୃକ୍ଷ
ଜରଦାଳୁ ଆମ୍ବର ଗଛ
ପିଚୁ ଫଳ,ଆଳୁବୁଖାରା ଆଦି ଜାତିର ଏକ ମଞ୍ଜିଯୁକ୍ତ ଫଳ
ମଞ୍ଜିଯୁକ୍ତ ରସୁଆଳ ଫଳ ଫଳୁଥିବା ଏକ ଗଛ

Example

ଜରଦାଲୁ ତାର ବହୁତ ପସନ୍ଦ
ସ୍ୱାସ୍ଥ୍ୟପାଇଁ ସେ ବାଦାମ,କାଜୁ,ଜରଦାଲୁ ଆଦି ଖାଉଛି
ଜରଦାଲୁର ଫଳକୁ ଶୁଖିଲା ଫଳ ହିସାବରେ ବିବେଚନା କରାଯାଏ
ସେଠାରେ ଧାଡ଼ିହୋଇ ଜରଦାଳୁ ଆମ୍ବଗଛ ଲଗା ଯାଇଛି
ଖୁବାନୀ ତାର ଭାରି ପସନ୍ଦ
ସେ ଖୁବାନୀ