Home Oriya Odia Dictionary

Download Oriya Odia Dictionary APP

Aquarius The Water Bearer Oriya Odia Meaning

କୁମ୍ଭ, କୁମ୍ଭରାଶି

Definition

ଜ୍ୟୋତିଷ ଶାସ୍ତ୍ରର ଏଗାରତମ ରାଶି ଯେଉଁଥିରେ ଧନିଷ୍ଠାର ଉତ୍ତରାର୍ଦ୍ଧ, ସମ୍ପୂର୍ଣ୍ଣ ଶତଭିଷା, ଏବଂ ପୂର୍ବ ଭାଦ୍ରପଦକୁ ନେଇ ତିନିପାଦ ରହିଛି
ମାଟିରେ ତିଆରି ଘଡ଼ି
ହାତୀ ମୁଣ୍ଡର ଦୁଇପାଖର ଉପରିଭାଗ
ପ୍ରତି ବାରବର୍ଷରେ ପଡ଼ୁଥିବା ଏକ ପର୍ବ
ପ୍ରାଣାୟାମରେ ଶ୍ୱାସକୁ ଭିତରକୁ ନେଇ ରୋକିବା ପ୍ରକ

Example

ଏହି ମାସ ଶେଷରେ ସୂର୍ଯ୍ୟ କୁମ୍ଭ ରାଶିରେ ପ୍ରବେଶ କରିବେ
ଏହି ମାଠିଆରେ ପିଇବା ନିମନ୍ତେ ସ୍ୱଚ୍ଛ ଜଳ ରଖାଯାଇଛି
ମାହୁନ୍ତ ବସିଥିବା ହାତୀର କୁମ୍ଭଉପରେ ଗୋଡ଼ରଖି ତା ପିଠିରେ ଚଢ଼ିଲା
ପ୍ରୟାଗରାଜରେ କୁମ୍ଭମେଳା ହୁଏ
ପ୍ରାଣାୟାମ ଅନ୍ତର୍ଗତ କ