Home Oriya Odia Dictionary

Download Oriya Odia Dictionary APP

Arabic Language Oriya Odia Meaning

ଆରବିକ, ଆରବୀ ଭାଷା

Definition

ଆରବର ଭାଷା
ଆରବ ଦେଶର ଘୋଡ଼ା
ଆରବର
ଚମଡ଼ା ଛାଉଣି ହୋଇଥିବା ଏକ ପ୍ରକାର ବାଦ୍ୟ ଯାହାକୁ କାନ୍ଧରେ ଝୁଲାଇ ଦୁଇଟି ପତଳା ପାତିଆ ବା କାଠି ସାହାଯ୍ୟରେ ବଜାଯାଏ
ଏକ ପ୍ରକାର କନ୍ଦ ଯାହାକୁ ତରକାରୀ କରି ଖିଆଯାଏ
ଆରବ ଦେଶର ଓଟ
ଯେଉଁ ଲିପିରେ ଆରବୀ ଆଦି ଭାଷାଗୁଡ଼ିକ ଲେଖାଯାଏ

Example

ଏହା ଆରବୀ ଭାଷାରେ ଲେଖା ହୋଇଛି
ଅନେକ ଆରବବାସୀ ମୋର ଭଲ ବନ୍ଧୁ
ଖଲିଫା ଆରବୀ ଘୋଡ଼ା ଚଢ଼ି ଆସିଲେ
ଏହି ହୋଟଲରେ ଆରବୀ ଖାଦ୍ୟ ମିଳେ
ଢୋଲ ବଜାଇ ତାଜିଆ ଶୋଭାଯାତ୍ରା ଆରମ୍ଭ ହୁଏ
ସୀତା ଦେଶୀଆଳୁ