Home Oriya Odia Dictionary

Download Oriya Odia Dictionary APP

Arena Oriya Odia Meaning

ଷ୍ଟାଡିୟମ

Definition

ନାଟ୍ୟଶାଳାଆଦିର ବିଶେଷ ସ୍ଥାନ ଯାହା ଉପରେ ଅଭିନେତା ଅଭିନେତ୍ରୀଆଦି ଅଭିନୟ କରନ୍ତି
ସାଧୁ-ସନ୍ଥ ରହିବା ସ୍ଥାନ
ଯେଉଁ କ୍ଷେତ୍ରରେ ଯୁଦ୍ଧ ହୋଇଛି ବା ହୁଏ
ଖେଳ ପଡ଼ିଆ ବିଶେଷତଃ ଯେଉଁଠି ଦର୍ଶକମାନେ ବସିବାପାଇଁ ଗ୍ୟାଲେରି

Example

ସେ ରଙ୍ଗମଞ୍ଚ ପାଖରେ ବସି ନାଟକକୁ ଉପଭୋଗ କରୁଛି
ଉତ୍ତର କାଶୀ ବୁଲିବା ସମୟରେ ଆମେ କିଛି ଦିନ ଗୋଟିଏ ମଠରେ କଟାଇଲୁ
ସେ ଅନ୍ତିମ ସମୟ ପର୍ଯ୍ୟନ୍ତ ଯୁଦ୍ଧଭୂମିରେ ଦୃଢ଼ ରହିଥିଲେ
ବାରବାଟୀ ଷ୍ଟାଡ଼ିୟମରେ