Home Oriya Odia Dictionary

Download Oriya Odia Dictionary APP

Argumentation Oriya Odia Meaning

ଉତ୍ତର ପ୍ରତ୍ୟୁତ୍ତର, ତର୍କ ବିତର୍କ, ବାଦ ବିବାଦ

Definition

କୌଣସି ଅସ୍ପଷ୍ଟ କଥାକୁ ସ୍ପଷ୍ଟ କରିବା କ୍ରିୟା ଯାହାଦ୍ୱାରା ଅନ୍ୟମାନଙ୍କର ଭ୍ରମ ଦୂର ହୋଇପାରିବ
କୌଣସି କଥାରେ ହେଉଥିବା ବିବାଦ
କୌଣସି ପକ୍ଷର ଖଣ୍ଡନ ଏବଂ ମଣ୍ଡନରେ ହେଉଥିବା କଥାବାର୍ତ୍ତା
ଯେଉଁ ବିଷୟରେ ଦୁଇ ବା ଅଧିକ

Example

ସେ କଳିର କାରଣ ଜାଣିବାକୁ ଚାହୁଁଛି
ବେଶି ବାଦ-ବିବାଦରେ ପଡ଼ିଲେ ହୋଇଥିବା କାମ ବିଗିଡ଼ିଯାଏ
ରାମ ଓ ଶ୍ୟାମ ମଧ୍ୟରେ ଚାଲିଥିବା ଜମି ମାମଲାର ଏପର୍ଯ୍ୟନ୍ତ କୌଣସି ସମାଧାନ ହୋଇନାହିଁ
ସରକାରୀ ଓକିଲଙ୍କ କଥାକଟାକଟି ନ୍ୟାୟାଳୟକୁ ଚକିତ କରିଦେଲା