Home Oriya Odia Dictionary

Download Oriya Odia Dictionary APP

Armageddon Oriya Odia Meaning

ବଡଯୁଦ୍ଧ , ମହାଯୁଦ୍ଧ

Definition

ଖୁବ୍‌ ବଡ଼ ଯୁଦ୍ଧ
ବିଶ୍ୱସ୍ତରରେ ହେଉଥିବା ଯୁଦ୍ଧ ଯେଉଁଥିରେ ବିଶ୍ୱର ପ୍ରାୟ ସବୁ ଦେଶ ଅଂଶ ଗ୍ରହଣ କରନ୍ତି
ବେଦବ୍ୟାସଙ୍କ ରଚିତ ଯେଉଁ ସଂସ୍କୃତ ମହାକାବ୍ୟରେ କୌରବ ଓ ପାଣ୍ଡବଙ୍କ ଯୁଦ୍ଧର ବର୍ଣ୍ଣନା କରାଯାଇଛି
କୁରୁକ୍ଷେତ୍ରରେ

Example

ଆତଙ୍କବାଦ ବିରୁଦ୍ଧରେ ଏକ ମହାଯୁଦ୍ଧର ଆବଶ୍ୟକତା ରହିଛି
ଦ୍ୱିତୀୟ ବିଶ୍ୱଯୁଦ୍ଧରେ ଜାପାନର ନାଗାସାକୀ ଓ ହିରୋସିମା ସହର ସମ୍ପୂର୍ଣ୍ଣଭାବେ ନଷ୍ଟ ହୋଇଗଲା
ଏବେସୁଦ୍ଧା ମହାଭାରତର ଅନୁବାଦ ଅନେକ ଭାଷାରେ ହୋଇ ସାରିଛି
ମହାଭାରତ ଯୁଦ୍ଧରେ ଭଗବାନ