Home Oriya Odia Dictionary

Download Oriya Odia Dictionary APP

Armenian Oriya Odia Meaning

ଆରମେନିୟା ଲିପି, ଆରମେନିୟା ସମ୍ବନ୍ଧିତ, ଆରମେନିୟାନ୍, ଆରମେନିୟାବାସୀ

Definition

ଆରମେନିୟା ଭାଷାର ଲିପି
ଆରମେନିୟାର ନିବାସୀ
ମୁଖ୍ୟତଃ ଆର୍ମେନିୟାର ଭାଷା
ଯେଉଁ ସ୍ୱଜାତୀୟ ସମୁଦାୟ ଆର୍ମେନିୟାଇ କହନ୍ତି
ଆରମେନିୟା ସହ ସମ୍ବନ୍ଧିତ ବା ଆରମେନିୟାର

Example

ଆରମେନିୟାନ୍ ଅକ୍ଷରମାଳାରେ ଅଠତିରିଶଟି ଅକ୍ଷର ଅଛି
ଆରମେନିୟାବାସୀଙ୍କ ଉପରେ ପ୍ରାୟ ଦୁଇ ହଜାର ପାଞ୍ଚଶହ ବର୍ଷ ଧରି ପଡ଼ୋଶୀ ରାଜ୍ୟମାନଙ୍କର ଆକ୍ରମଣ ଚାଲିଥିଲା
ଆର୍ମେନିୟାଇ ଇଣ୍ଡୋ-ୟୁରୋପିଆନ ପରିବାରର ଭାଷା
ଆର୍ମେନିୟା ତଥା ଆଜାରବୈଜାନରେ ଆର୍ମ