Home Oriya Odia Dictionary

Download Oriya Odia Dictionary APP

Armistice Oriya Odia Meaning

ଅସ୍ତ୍ର ବିରାମ, ଯୁଦ୍ଧ ବିରାମ

Definition

ଏପରି ଅବସ୍ଥା ଯେଉଁଥିରେ ଦୁଇ ବା ଦୁଇରୁ ଅଧିକ ଦେଶ ପାରସ୍ପରିକ ଲଢ଼େଇ ଛାଡ଼ି ଶାନ୍ତିପାଇଁ ପ୍ରୟାସ କରନ୍ତି

Example

ଇସ୍ରାଏଲ ଓ ପାଲେଷ୍ଟାଇନ ମଧ୍ୟରେ ହୋଇଥିବା ଯୁଦ୍ଧବିରତିର ପ୍ରୟାସ ଅସଫଳ ହେଲା