Home Oriya Odia Dictionary

Download Oriya Odia Dictionary APP

Armory Oriya Odia Meaning

ଅସ୍ତ୍ରଶସ୍ତ୍ର, ଆୟୁଧ, ହତିଆର

Definition

କେହି କୌଣସି କାର୍ଯ୍ୟ କରିବାପାଇଁ ବ୍ୟବହାର କରୁଥିବା ସାଧନ
ଯୁଦ୍ଧପାଇଁ ବ୍ୟବହୃତ ହତିଆର
ଯେଉଁ ବ୍ୟକ୍ତିକୁ ନିଜର ଲାଭପାଇଁ ବ୍ୟବହାର କରାଯାଏ
କୌଣସି ଦେଶର ସବୁ ଅସ୍ତ୍ରଶସ୍ତ୍ର ଏବଂ ଉପକରଣ
ଅସ୍ତ୍ର ରହୁଥିବା ସ୍ଥାନ

Example

କୁରାଢ଼ି ଏକ ସାମାନ୍ୟ ଉପକରଣ
ଭାରତ ବିଦେଶରୁ ଅସ୍ତ୍ର-ଶସ୍ତ୍ର କିଣୁଛି
ସେ ମୋତେ ନିର୍ବାଚନ ସମୟରେ ଅସ୍ତ୍ରଭାବେ ବ୍ୟବହାର କଲା
ଅସ୍ତ୍ରଶସ୍ତ୍ର ଦୃଷ୍ଟିରୁ ଭାରତ ପାକିସ୍ତାନ ଠାରୁ ବହୁତ ଆଗରେ ଅଛି
ଏହି ସମୟରେ ଅସ୍ତ୍ରାଗାରରେ ଯୁଦ୍ଧପାଇଁ