Home Oriya Odia Dictionary

Download Oriya Odia Dictionary APP

Arrange Oriya Odia Meaning

ଥୟ କରିବା, ନିର୍ଣ୍ଣୟ କରିବା, ନିର୍ଦ୍ଧାରଣ କରିବା, ନିର୍ଦ୍ଧାରିତ କରିବା, ନିଶ୍ଚିତ କରିବା, ପରିଚାଳନା କରିବା, ସଞ୍ଚାଳିତ କରିବା, ସ୍ଥିର କରିବା

Definition

କୌଣସି କାମ ଠିକ ଢଙ୍ଗରେ କିମ୍ବା ଉଚିତ ପ୍ରକାରରେ କରିବା ବା ତାକୁ ପୂରା କରିବାପାଇଁ ଆୟୋଜନ କରିବାର କ୍ରିୟା
କୌଣସି କାମ ଠିକ ଭାବରେ କରିବାର ବ୍ୟବସ୍ଥା କରିବା
ଶାସ୍ତ୍ରଆଦିଦ୍ୱାରା ନିର୍ଦ୍ଧାରିତ ହେଉ

Example

ବାହାଘରରେ ଝିଅଘର ବହୁତ ଭଲ ବ୍ୟବସ୍ଥା କରିଥିଲେ
ଶ୍ୟାମ ପିକନିକରେ ଖାଇବାର ବ୍ୟବସ୍ଥା କରିଛି
ବୈଦିକ ଯୁଗରେ କାମର ଆଧାରରେ ଚାରି ବର୍ଣ୍ଣର ବ୍ୟବସ୍ଥା ନିର୍ଦ୍ଧାରିତ ହୋଇଛି
ଏହି କାର୍ଯ୍ୟଳୟର ବ୍ୟବ