Home Oriya Odia Dictionary

Download Oriya Odia Dictionary APP

As An Alternative Oriya Odia Meaning

ବଦଳରେ, ସ୍ଥାନରେ

Definition

ପରିମିତ ଓ ନିଶ୍ଚିତ ସ୍ଥିତିଥିବା ସେହି ଭୂଖଣ୍ଡ ଯେଉଁଥିରେ କିଛି ବସ୍ତି, ପ୍ରାକୃତିକତା ବା କୌଣସି ବିଶେଷ ପରିଚିତି ଥାଏ
ଯୋଗ୍ୟତା ଅନୁସାରେ କର୍ମଚାରୀ କିମ୍ବା କାର୍ଯ୍ୟକର୍ତ୍ତାର ନିଯୁକ୍ତି ସ୍ଥାନ
କୌଣସି ଭାଗ ବା ଅଂଶ
ଏକ ଅମୂର୍ତ ମାନ

Example

କାଶୀ ହିନ୍ଦୁମାନଙ୍କର ଧାର୍ମିକ ସ୍ଥାନ
ଆପଣ ଏହି ସଂସ୍ଥାର କେଉଁ ପଦରେ ଅଛନ୍ତି ?
ମୋ ହୃଦୟରେ ତାଙ୍କ ପାଇଁ ବିଶେଷ ସ୍ଥାନ ଅଛି
ଘରେ କୌଣସି ଜିନିଷ ଠିକଣାସ୍ଥାନରେ ନାହିଁ
ଆପଣ ମୋ ଜାଗାରେ ଥିଲେ କଣ କରିଥାନ୍ତେ ?
ଆପଣ ଆପଣଙ୍କ ଜାଗାରୁ ଉଠନ୍ତୁ
ଏହି ବିଶ୍ବବିଦ୍ୟାଳୟରେ ପିଏଚଡି ନିମନ୍ତେ ବହୁତ ସ୍ବଳ୍ପସ୍ଥାନ ରହିଛି