Home Oriya Odia Dictionary

Download Oriya Odia Dictionary APP

Ascending Oriya Odia Meaning

ଆରୋହଣଯୋଗ୍ୟ

Definition

ଉନ୍ନତିର ରାସ୍ତାରେ ଅଗ୍ରସର ବା ଯେ ଉନ୍ନତି କରିଚାଲିଛି
କୌଣସି ଘୋଡ଼ା, ଗାଡ଼ି ବା ବାହାନ ଉପରେ ଚଢ଼ିଥିବା ବ୍ୟକ୍ତି
ଯାହା ଉପରେ ଚଢ଼ାଯାଇପାରେ
ଯେଉଁ ବ୍ୟକ୍ତି ଉପରକୁ ଚଢ଼ନ୍ତି
ଉପରକୁ ଚଢ଼ୁଥିବା ବ୍ୟକ୍ତି
ସଙ୍ଗୀତର ଯେଉଁ ସ୍ବର ଷଡଜରୁ ନିଷାଦ ପର୍ଯ୍ୟନ୍ତ ଉତ୍ତରୋତ୍ତର ଉଠେ

Example

ଭାରତ ଗୋଟିଏ ପ୍ରଗତିଶୀଳ ଦେଶ
ଯୁଦ୍ଧ କାରଣରୁ କେତେ ଆରୋହୀ ବୀର ଗତି ପାଇଗଲେ
ଆଜି ଆମେ ଏକ ଆରୋହଣଯୋଗ୍ୟ ପାହାଡ଼ ଉପରେ ଚଢ଼ିବୁ
ପର୍ବତ ଆରୋହୀମାନଙ୍କପାଇଁ ସ୍ଥାନେସ୍ଥାନେ ଆଶ୍