Home Oriya Odia Dictionary

Download Oriya Odia Dictionary APP

Assassination Oriya Odia Meaning

ଖୁନ, ବଧ, ହତ୍ୟା

Definition

ଶରୀରର ଧମନୀରୁ ବହୁଥିବା ଲାଲ୍‌ ରଙ୍ଗର ତରଳ ପଦାର୍ଥ
କୌଣସି ମଣିଷ, ପ୍ରାଣୀଆଦିକୁ ଜାଣିବୁଝି କୌଣସି ଉଦ୍ଦେଶ୍ୟରେ ମାରିଦେବାର କ୍ରିୟା
କୌଣସି ବ୍ୟକ୍ତି ବା ବ୍ୟକ୍ତିମାନଙ୍କଦ୍ୱାରା ହିଁ ଅଚାନକ ଆକ୍ରମଣକରି ଜଣେ ପ୍ରସିଦ୍ଧ ବ୍ୟକ୍ତିଙ୍କ ହତ୍ୟା କରାଯାଏ

Example

ସେ ନିଜ ପିତାକୁ ହତ୍ୟା କଲା / ପ୍ରାଣୀ ହତ୍ୟା ମହାପାପ
ଇନ୍ଦିରା ଗାନ୍ଧୀଙ୍କ ସୁରକ୍ଷାକର୍ମୀମାନେ ହିଁ ତାଙ୍କୁ ହତ୍ୟା କରିଥିଲେ