Home Oriya Odia Dictionary

Download Oriya Odia Dictionary APP

Assemblage Oriya Odia Meaning

ସଂଗ୍ରହ, ସଙ୍କଳନ

Definition

ଏକ ସମୟରେ ଗୋଟିଏ ଜାଗାରେ ହେଉଥିବା ବହୁତ ଲୋକଙ୍କ ସମାଗମ
କେତେକ ବିଶେଷ କାର୍ଯ୍ୟପାଇଁ କିଛି ଲୋକଙ୍କୁ ଡାକି ଏକାଠି କରିବା କ୍ରିୟା
କୌଣସି ଜିନିଷ ଏକାଠିକରି ରଖିବା କାର୍ଯ୍ୟ
କୌଣସି ବସ୍ତୁଆଦିର ସଂଗ୍ରହ
ଯେଉଁ ପୁସ୍ତକରେ ସାହିତ୍ୟଆଦିର

Example

ନିର୍ବାଚନ ସମୟରେ ଜାଗା ଜାଗାରେ ଲୋକଙ୍କର ଭିଡ଼ ଦେଖାଯାଏ
ମୁଁ ସାଧୁ ସମାଗମରେ ଭାଗ ନେବାକୁ ଯାଉଛି
କପିଳ ଐତିହାସିକ ସାମଗ୍ରୀକୁ ସଂଗ୍ରହ କରୁଛି
ତାଙ୍କ ପାଖରେ ସେହି ପୁସ୍ତକଗୁଡ଼ିକର ସଙ୍କଳନ ଅଛି
କଳ୍ପଲତା ହଜାରୀ ପ୍ରସାଦ ଦ୍ୱିବେଦୀଙ୍କ