Home Oriya Odia Dictionary

Download Oriya Odia Dictionary APP

Assent Oriya Odia Meaning

ବୁଝାମଣା, ସମ୍ମତି, ସହମତି

Definition

କୌଣସି କାମ କରିବା ନିମନ୍ତେ ଦୁଇ ବା କେତେକ ପକ୍ଷଙ୍କ ମଧ୍ୟରେ ହେଉଥିବା ରାଜିନାମା ବା ବୁଝାମଣା
କୌଣସି କାମ କରିବା ପୁର୍ବରୁ ସେ ସଂପର୍କରେ ବଡ଼ମାନଙ୍କ ସହିତ ମିଶି ବା ତାଙ୍କଠାରୁ ଆଜ୍ଞାରୂପରେ ନିଆଯାଉଥିବା ସ୍ୱୀକୃତି
ସ୍ୱୀକାର

Example

ଦୁଇ ପକ୍ଷଙ୍କ ମଝିରେ ସର୍ତ୍ତ ହେଲା ଯେ ଜଣେ ଅନ୍ୟର ମାମଲାରେ ଦଖଲ ଦେବନାହିଁ
ବଡ଼ମାନଙ୍କର ଅନୁମତି ବିନା କୌଣସି ବି କାମ କରିବା ଉଚି‌ତ ନୁହେଁ
ଏହି ଯୋଜନାକୁ ଚାଲୁ କରିବାପାଇଁ ଭାରତ