Home Oriya Odia Dictionary

Download Oriya Odia Dictionary APP

Assignment Oriya Odia Meaning

ନିଯୁକ୍ତି, ନିଯୁଜନ, ମୁକରରୀ

Definition

ନିଯୁକ୍ତ କରିବା ବା ହେବାର କ୍ରିୟା ବା ଭାବ
କୌଣସି ପଦ ବା କାର୍ଯ୍ୟର ଉତ୍ତରଦାୟିତ୍ବ ବା କୌଣସି କାର୍ଯ୍ୟର ନିର୍ବାହ ତଥା ସଞ୍ଚାଳନର ସମସ୍ତ କାର୍ଯ୍ୟଭାର

Example

ଶ୍ୟାମର ନିଯୁକ୍ତି ନୌସେନାରେ ନାବିକ ପଦରେ ହୋଇଛି
ରାଷ୍ଟ୍ରପତି ନବନିଯୁକ୍ତ ଉପ-ରାଷ୍ଟ୍ରପତିଙ୍କୁ ତାଙ୍କର କାର୍ଯ୍ୟଭାର ସମର୍ପିଦେଲେ