Home Oriya Odia Dictionary

Download Oriya Odia Dictionary APP

Associate Oriya Odia Meaning

ଯୋଡିଦାର, ସଙ୍ଗୀ

Definition

ସେହି ବ୍ୟକ୍ତି ଯାହା ସହିତ କୌଣସି ସଂପର୍କ ଅଛି
ଯେ ସବୁ କଥାରେ ସହାୟକ ବା ଶୁଭଚିନ୍ତକ
କୌଣସି କାର୍ଯ୍ୟରେ ସହଯୋଗ କରୁଥିବା ବ୍ୟକ୍ତି
କୌଣସି କାମ ବା ରୋଜଗାରରେ ଭାଗ ରଖୁଥିବା ବ୍ୟକ୍ତି
ଯେ କୌଣସି କାମରେ ସହାୟତା କରେ

Example

ମୋର ଜଣେ ସଂପର୍କୀୟ ଦିଲ୍ଲୀରେ ରହନ୍ତି
ପ୍ରକୃତ ବନ୍ଧୁର ପରୀକ୍ଷା ବିପଦ ସମୟରେ ହୋଇଥାଏ
ଏହି କାମରେ ସେ ମୋର ସହଯୋଗୀବ୍ୟକ୍ତି
ଏହି ବେପାର କରିବାପାଇଁ ମୋର ଜଣେ ଅଂଶୀଦାରର ଆବଶ୍ୟକତା ରହିଛି
ରାମ ମୋର ସହଯୋଗୀ
ଗୀତା