Home Oriya Odia Dictionary

Download Oriya Odia Dictionary APP

Astonishment Oriya Odia Meaning

ଆଶ୍ଚର୍ଯ୍ୟତା, ଚମତ୍କୃତତା

Definition

ସାଙ୍ଗେସାଙ୍ଗେ
କୌଣସି ନୂଆ, ବିଲକ୍ଷଣ ବା ଅସାଧାରଣ କଥାକୁ ଦେଖିବା, ଶୁଣିବା ବା ଧ୍ୟାନରେ ଆଣିବାଦ୍ୱାରା ଉତ୍ପନ୍ନ ହେଉଥିବା ମନର ଏକ ପ୍ରକାରଭାବ
ଆଶ୍ଚର୍ଯ୍ୟ ହେବାର ଅବସ୍ଥା ବା ଭାବ
ଆଶ୍ଚର୍ଯ୍ୟ ଉତ୍ପନ୍ନ କରୁଥିବା ବସ୍ତୁ
ରସର ନଅ ସ୍ଥାୟୀ

Example

ହଠାତ୍‌ ମୋତେ ଦେଖି ତାକୁ ଆଶ୍ଚର୍ଯ୍ୟ ଲାଗିଲା
ତାର ଚମତ୍କୃତତା ଭାଙ୍ଗିବାରେ ବହୁତ ସମୟ ଲାଗିଲା
ତାଜମହଲ୍ ପୃଥିବୀର ସାତୋଟି ଆଶ୍ଚର୍ଯ୍ୟ ମଧ୍ୟରୁ ଗୋଟିଏ
ଆଶ୍ଚର୍ଯ୍ୟ ଅଦ୍‌ଭୂତ ରସର ସ୍ଥାୟୀ ଭାବ