Home Oriya Odia Dictionary

Download Oriya Odia Dictionary APP

Astrologist Oriya Odia Meaning

ଆଗାମୀବକ୍ତା, ଗଣକ, ଜ୍ୟୋତିର୍ବିଦ, ଜ୍ୟୋତିଷ, ଜ୍ୟୋତିଷଜ୍ଞ, ଜ୍ୟୋତିଷଶାସ୍ତ୍ରଜ୍ଞ, ଭବିଷ୍ୟବକ୍ତା

Definition

ଭବିଷ୍ୟତର କଥା କହିବାଲୋକ
ଜ୍ୟୋତିଷଶାସ୍ତ୍ର, ବିଶେଷତଃ ଫଳିତ ଜ୍ୟୋତିଷର ଜ୍ଞାତା
ଯେଉଁ କର୍ମଚାରୀ ଆୟ ବ୍ୟୟ ଆଦିର ହିସାବ ଲେଖନ୍ତି ବା ରଖନ୍ତି
ସାମୁଦ୍ରିକ ବିଦ୍ୟାର ଜ୍ଞାତା
ହସ୍ତରେଖାର ଜ୍ଞାତା

Example

ସେହି ଭବିଷ୍ୟବକ୍ତାଙ୍କ ଭବିଷ୍ୟବାଣୀ ଠିକ୍ ପ୍ରମାଣିତ ହେଲା
ସେ ଏକ କୁଶଳ ଜ୍ୟୋତିଷ
ରାମକୃଷ୍ଣବାବୁ ଷ୍ଟେଟ ବ୍ୟାଙ୍କର ଲେଖାକାର
ସାମୁଦ୍ରିକୀ ଦ୍ୱାରା କୁହା ଯାଇଥିବା ସବୁ କଥା ସତ ଫଳିଲା
ହସ୍ତରେଖା ବିଶାରଦଙ୍କ ଅନୁସାରେ ମୋର ଜୀବନ ରେଖା ବହୁତ ଛୋଟ