Home Oriya Odia Dictionary

Download Oriya Odia Dictionary APP

Atheism Oriya Odia Meaning

ନାସ୍ତିକତା, ନାସ୍ତିକତାବାଦ, ନାସ୍ତିକତ୍ବ, ନାସ୍ତିକପଣ, ନିରୀଶ୍ବରବାଦ, ହେତୁବାଦ

Definition

ଈଶ୍ୱର, ମତମତାନ୍ତର, ଲୋକ ପରଲୋକ୍ଆଦିର ଅସ୍ଥିତ୍ୱ ମାନୁନଥିବା ମନୁଷ୍ୟର ସେହି ଅବସ୍ଥା ବା ସିଦ୍ଧାନ୍ତ
ତର୍କ ବା ବିବେଚନା କରିବାର ନିୟମ ଏବଂ ସିଦ୍ଧାନ୍ତଗୁଡ଼ିକର ଖଣ୍ଡନ ମଣ୍ଡନର ଢଙ୍ଗ ଦର୍ଶାଉଥିବା ଶାସ୍ତ୍ର
ବେଢଙ୍ଗିଆ ତର୍କ
ବେଦ,ଈଶ୍ୱର ଓ ପରଲୋକଆଦିରେ ଅବିଶ୍ୱାସ

Example

ନାସ୍ତିକତାବାଦରେ ଈଶ୍ୱର ଓ ଅଲୌକିକ ଧାରଣାର କୌଣସି ସ୍ଥାନ ନାହିଁ
ସେ ତର୍କଶାସ୍ତ୍ର ଅଧ୍ୟୟନ କରୁଛି
କୁତର୍କ କରି ସମୟ ନଷ୍ଟ କରନାହିଁ
ନାସ୍ତିକତା କାରଣରୁ ମଣିଷ ପାପରେ ଲିପ୍ତ ହୋଇଯାଏ