Home Oriya Odia Dictionary

Download Oriya Odia Dictionary APP

Atmosphere Oriya Odia Meaning

ବାତାବରଣ, ବାୟୁମଣ୍ଡଳ

Definition

କୌଣସି ଘଟଣା କାର୍ଯ୍ୟ, ଜୀବଆଦିଙ୍କ ଆଖ ପାଖ ବା ଚାରିଦିଗରେ ବାସ୍ତବିକ ବା ତର୍କସଂଗତ ସ୍ଥିତି ବା ଅବସ୍ଥା
ଯେଉଁ ବାୟୁ ପୃଥିବୀକୁ ଚାରିଆଡ଼ୁ ଘେରିରହିଛି

Example

ସାମ୍ପ୍ରଦାୟିକ ଦଙ୍ଗା କାରଣରୁ ଏଠାକାର ପରିସ୍ଥିତି ଦିନକୁ ଦିନ ଖରାପ ହୋଇଯାଉଛି
ଆମକୁ ବାୟୁମଣ୍ଡଳ ଦୂଷିତ ହେବାରୁ ରକ୍ଷା କରିବାକୁ ପଡ଼ିବ