Home Oriya Odia Dictionary

Download Oriya Odia Dictionary APP

Attend Oriya Odia Meaning

ପରିଚର୍ଯ୍ୟା କରିବା, ସେବାକରିବା

Definition

ସେବା କରିବା
କୌଣସି କାର୍ଯ୍ୟରେ ସମ୍ମିଳିତ ହେବାର ପ୍ରକ୍ରିୟା
କୌଣସି କାର୍ଯ୍ୟ ଆଦିରେ ଭାଗୀଦାର ହେବା ବା ସଂଶ୍ଳିଷ୍ଟ ହେବା

Example

ଏବେ ମୋତେ ରାତିଦିନ ମାଲିକାଣୀଙ୍କ ମନ୍ଦବୁଦ୍ଧି ପିଲାଙ୍କ ସେବାକରିବାକୁ ପଡ଼ୁଛି
ସେ ଏହି ପ୍ରତିଯୋଗିତାରେ ଭାଗ ନେଉଛନ୍ତି