Home Oriya Odia Dictionary

Download Oriya Odia Dictionary APP

Attestor Oriya Odia Meaning

ପ୍ରମାଣକର୍ତ୍ତା

Definition

ଯେଉଁଲୋକ କୌଣସି କଥା, କାମଆଦିକୁ ପ୍ରମାଣିତ କରେ
ଯେ କୌଣସି ଘଟଣା ନିଜ ଆଖିରେ ଦେଖିଛି
ଯେ କୌଣସି ବିବାଦ ବିଷୟରେ ନିଜର ମତାମତ ପୋଷଣ କରନ୍ତି

Example

ପ୍ରମାଣକର୍ତ୍ତା ପ୍ରମାଣ କରିବା ପରେ ହିଁ ଏହି ବ୍ୟାଙ୍କରେ ଆପଣଙ୍କ ଖାତା ଖୋଲାଯିବ
ପୋଲିସ୍‌ ଏହି ହତ୍ୟା ମାମଲାରେ ପ୍ରତ୍ୟକ୍ଷଦର୍ଶୀଙ୍କୁ ପଚରାଉଚରା କରୁଅଛି
ଏହି ମାମଲାରେ ପ୍ରତିବାଦୀ ମିଥ୍ୟା ସାକ୍ଷୀଙ୍କୁ ହାଜର କରାଇଲେ