Home Oriya Odia Dictionary

Download Oriya Odia Dictionary APP

Attorney Oriya Odia Meaning

ଅଧିବକ୍ତା, ଆଡଭୋକେଟ, ଓକିଲ, ଲୟର

Definition

କୌଣସି ବିଶେଷ କାର୍ଯ୍ୟ କରିବାକୁ ବା ଖବର ପହଁଚାଇବାକୁ ଯାହାଙ୍କୁ ପଠାଯାଏ
ଯେ ଓକିଲାତି ପାସ୍‌ କରିଛି ଏବଂ ଯେ ଅଦାଲତରେ ଅନ୍ୟ କାହା ତରଫରୁ ଯୁକ୍ତି କରେ
ଯିଏ ବିଧି ବା ଆଇନର ଭଲ ଅଧ୍ୟୟନ କରିଛି ତଥା ଯେ ଅନ୍ୟର ବ୍ୟବହାର ସମ୍ପର୍କରେ ନ୍ୟାୟାଳୟରେ

Example

ଭଗବାନ ରାମ ଅଙ୍ଗଦଙ୍କୁ ଦୂତ ଭାବେ ରାବଣ ନିକଟକୁ ପଠାଇଲେ
ଏହି ମାମଲା ନିମନ୍ତେ ସେ ସହରର ସବୁଠୁ ବଡ଼ ଓକିଲଙ୍କୁ ନିଯୁକ୍ତ କରିଛି
ରାମ ଜେଠ ମଲାନୀ ଜଣେ ପ୍ରସିଦ୍ଧ ବିଧି ବିଶେଷଜ୍ଞ
କେତେଥର ଭାରତୀୟ ରାଜଦୂତମାନଙ୍କୁ ଅପମାନ କରିବାନେଇ