Home Oriya Odia Dictionary

Download Oriya Odia Dictionary APP

Audaciousness Oriya Odia Meaning

ଅଭଦ୍ରତା, ଅଶାଳୀନତା, ଧୃଷ୍ଟତା

Definition

ଅଶିଷ୍ଟ ହେବା ଅବସ୍ଥା ବା ଭାବ
ଅଭଦ୍ର ହେବାର ଅବସ୍ଥା ବା ଭାବ
ବ୍ୟର୍ଥ, ଖରାପ ବା ଅନୁଚିତ ସାହସ
ଯେଉଁ ମନୋଭାବ ଯୋଗୁଁ ସ୍ୱଭାବତଃ ଅଥବା ସଂକୋଚ, ଦୋଷ ଆଦି କାରଣରୁ ଅନ୍ୟମାନଙ୍କ ଆଗରେ ମୁଣ୍ଡଟେକି ହୁଏନାହିଁ

Example

ଅଶିଷ୍ଟତା ମଣିଷକୁ ପଶୁ କରିଦିଏ
ତାର ଅଭଦ୍ରତା ଦିନକୁ ଦିନ ବଢ଼ୁଅଛି
ପାକିସ୍ତାନ ଭାରତକୁ ଯୁଦ୍ଧପାଇଁ ଆହ୍ୱାନ କରିବା ଦୁଃସାହସ ନୁହେଁ ତ ଆଉ କଣ?
ଲାଜ ଯୋଗୁଁ ସେ କିଛି କହିପାରିଲା ନାହିଁ
ନିର୍ଲଜତାର ଏକ ସୀମା ଅଛି