Home Oriya Odia Dictionary

Download Oriya Odia Dictionary APP

Auditorium Oriya Odia Meaning

ପ୍ରେକ୍ଷାଗୃହ, ପ୍ରେକ୍ଷାଳୟ

Definition

ରାଜା ମହା ରାଜା ଯେଉଁଠାରେ ନିଜ ସର୍ଦ୍ଦାର ବା ସହଯୋଗୀମାନଙ୍କ ସାଥିରେ ବସୁଥିଲେ
ଯେଉଁ ଘରେ ସଭା ଆୟୋଜନ କରାଯାଏ
ଯେଉଁ ମାନବ ନିର୍ମିତ ସ୍ଥାନରେ ଲୋକମାନେ ବସି କିଛି ଦେଖନ୍ତି ଓ ଶୁଣନ୍ତି

Example

ରାଜା -ମହାରାଜାଙ୍କ ଦରବାରରେ କବି, ଗାୟକଆଦି ଉପସ୍ଥିତ ରହୁଥିଲେ
ସଭାଗୃହ ଜନଗହଳିରେ ଭରପୂର
ପ୍ରେକ୍ଷାଳୟରେ ଗୁରୁଜୀଙ୍କ ବ୍ୟାଖ୍ୟାନ ଚାଲୁଛି