Home Oriya Odia Dictionary

Download Oriya Odia Dictionary APP

Aura Oriya Odia Meaning

ଆଭାମଣ୍ଡଳ, ଆଲୋକମଣ୍ଡଳ, ପ୍ରଭାମଣ୍ଡଳ

Definition

ଦେବତା ବା ଭଗବାନଙ୍କ ମୁଖ ଚତୁର୍ଦିଗରେ ବ୍ୟାପ୍ତ ଏକ ଆଲୋକିତ ମଣ୍ଡଳ ଯାହ ଚିତ୍ର ବା ମୂର୍ତ୍ତିଗୁଡ଼ିକରେ ଦେଖାଯାଏ
ଏକ ପ୍ରକାରର ପ୍ରକାଶ
ବହୁତ ହାଲୁକା ସଂଯୋଗ ବା ଅବସ୍ଥା

Example

ସଧାରଣ ମନୁଷ୍ୟଙ୍କର ଆଲୋକମଣ୍ଡଳର ଦୀପ୍ତି କ୍ଷୀଣ ହୋଇଥିବାରୁ ଦେଖାଯାଏ ନାହିଁ
ତା’ ଚେହେରାର ଚମକ ସ୍ପଷ୍ଟ ଭାବେ ଝଲକୁଥିଲା
ତା କବିତାରେ ଛାୟାବାଦର ଆଭାସ ମିଳେ